ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଡ଼ିମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଡ଼ିମା   ବିଶେଷ୍ୟ

ଅର୍ଥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା

ଉଦାହରଣ : ସେ ଦିନସାରା ନିଜର ବଡ଼ାଇ ଗପୁଥାଏ

ସମକକ୍ଷ : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ଗର୍ବ, ବଡ଼ାଇ, ବଡ଼େଇ

शेखी से बहुत बढ़कर कही जाने वाली बात।

उनकी लंबी-लंबी डींगों से सभी परेशान रहते हैं।
अतिवाद, गप, गल्प, डींग

Speaking of yourself in superlatives.

boast, boasting, jactitation, self-praise

ଅର୍ଥ : ମହାନ୍‌ ହେବାର ଅବସ୍ଥା ବା ଭାବ

ଉଦାହରଣ : ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ

ସମକକ୍ଷ : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ପଣ, ମହତ୍ୱ, ମହାନତା, ମହିମା, ଶ୍ରେଷ୍ଠତ୍ୱ

The property possessed by something or someone of outstanding importance or eminence.

greatness, illustriousness