ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଶାଳତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଶାଳତା   ବିଶେଷ୍ୟ

ଅର୍ଥ : ଉଦାର ହେବାର ଅବସ୍ଥା ବା ଭାବ

ଉଦାହରଣ : ସେଠ‌ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ

ସମକକ୍ଷ : ଉଦାରତା, ମହାନତା

उदार होने की अवस्था या भाव।

सेठ करोड़ीमल अपनी उदारता के लिए प्रसिद्ध हैं।
अमीरी, उदारता, दरियादिली, दिलदारी

Acting generously.

generosity, unselfishness

ଅର୍ଥ : ଭବ୍ୟ ହେବାର ଅବସ୍ଥା, ଗୁଣ, ବା ଭାବ

ଉଦାହରଣ : ଏହି ରାଜମହଲର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ

ସମକକ୍ଷ : ଭବ୍ୟତା, ଶ୍ରେଷ୍ଠତା

भव्य होने की अवस्था, गुण या भाव।

उस राजमहल की भव्यता सबको आकर्षित करती थी।
भव्यता

The quality of being magnificent or splendid or grand.

For magnificence and personal service there is the Queen's hotel.
His `Hamlet' lacks the brilliance that one expects.
It is the university that gives the scene its stately splendor.
An imaginative mix of old-fashioned grandeur and colorful art.
Advertisers capitalize on the grandness and elegance it brings to their products.
brilliance, grandeur, grandness, magnificence, splendor, splendour

ଅର୍ଥ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍‌‌ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି

ସମକକ୍ଷ : ଦୀର୍ଘତା

विशाल या बहुत बड़े होने की अवस्था या भाव।

उस भवन की विशालता और सूनापन जैसे खाने को दौड़ता है।
दीर्घता, विशालता

Unusual largeness in size or extent or number.

enormousness, grandness, greatness, immenseness, immensity, sizeableness, vastness, wideness