ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁରୁତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁରୁତ୍ୱ   ବିଶେଷ୍ୟ

ଅର୍ଥ : କୌଣସି ବିଶେଷ ବସ୍ତୁକୁ ଦିଆଯାଉଥିବା ମହତ୍ତ୍ୱ

ଉଦାହରଣ : ମନ୍ତ୍ରୀ ନିଜ ଭାଷଣରେ ଶିକ୍ଷା ଓ ପରିବାର ନିୟୋଜନ ଉପରେ ଜୋର୍ ଦେଲେ

ସମକକ୍ଷ : ଜୋର୍

किसी विशेष वस्तु आदि को दिया जाने वाला महत्त्व।

मंत्री जी ने अपने भाषण में शिक्षा और परिवार नियोजन पर बल दिया।
ज़ोर, जोर, बल

Special emphasis attached to something.

The stress was more on accuracy than on speed.
focus, stress

ଅର୍ଥ : ମହାନ୍‌ ହେବାର ଅବସ୍ଥା ବା ଭାବ

ଉଦାହରଣ : ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ

ସମକକ୍ଷ : ଗୁରୁତା, ଗୌରବ, ବଡ଼ପଣ, ବଡ଼ିମା, ମହତ୍ୱ, ମହାନତା, ମହିମା, ଶ୍ରେଷ୍ଠତ୍ୱ

The property possessed by something or someone of outstanding importance or eminence.

greatness, illustriousness