ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୌରବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୌରବ   ବିଶେଷ୍ୟ

ଅର୍ଥ : ମହାନ୍‌ ହେବାର ଅବସ୍ଥା ବା ଭାବ

ଉଦାହରଣ : ହିନ୍ଦୀ ସାହିତ୍ୟରେ ପ୍ରେମ୍‌ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ

ସମକକ୍ଷ : ଗୁରୁତା, ଗୁରୁତ୍ୱ, ବଡ଼ପଣ, ବଡ଼ିମା, ମହତ୍ୱ, ମହାନତା, ମହିମା, ଶ୍ରେଷ୍ଠତ୍ୱ

The property possessed by something or someone of outstanding importance or eminence.

greatness, illustriousness

ଅର୍ଥ : ମହତ୍ୱ ବଢ଼ିବାର ଭାବ

ଉଦାହରଣ : ଦେଶର ଗୌରବ ଦେଶବାସୀଙ୍କ ହାତରେ

ସମକକ୍ଷ : ଗରିମା, ବଡ଼ପଣ, ମର୍ଯ୍ୟାଦା, ମହାତ୍ମ୍ୟ, ମହିମା

किसी का महत्व बढ़ने की अवस्था या भाव।

देश का गौरव देशवासियों के हाथ में है।
आन, गरिमा, गौरव, मर्यादा, महात्म्य, महिमा, माहात्म्य, शान

The quality of being magnificent or splendid or grand.

For magnificence and personal service there is the Queen's hotel.
His `Hamlet' lacks the brilliance that one expects.
It is the university that gives the scene its stately splendor.
An imaginative mix of old-fashioned grandeur and colorful art.
Advertisers capitalize on the grandness and elegance it brings to their products.
brilliance, grandeur, grandness, magnificence, splendor, splendour