ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ଉଦାହରଣ : ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
ସମକକ୍ଷ : ଅଭିଳାଷ, ଆକାଂକ୍ଷା, ଆଶା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋରଥ, ଳାଳସା
मन में दबी रहनेवाली तीव्र कामना या लालसा।
An inclination to want things.
ଅର୍ଥ : ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ
ଉଦାହରଣ : ଆପଣା ଭାବନା ଅନୁରୂପରେ ହିଁ ଲୋକେ ବ୍ୟବହାର କରନ୍ତି
ସମକକ୍ଷ : ଖିଆଲ୍, ଭାବନା
अनुभव और स्मृति से मन में उत्पन्न होनेवाला कोई भाव।
The state of a person's emotions (especially with regard to pleasure or dejection).
ସଂସ୍ଥାପନ କରନ୍ତୁ