ଅର୍ଥ : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
ଉଦାହରଣ :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
ସମକକ୍ଷ : ଆତ୍ମପ୍ରତ୍ୟୟ, ଆସ୍ଥା, ନିର୍ଭର, ବିଶ୍ୱାସ, ଭରସା
ଅର୍ଥ : ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା
ଉଦାହରଣ :
ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
ଅର୍ଥ : ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି
ଉଦାହରଣ :
ବିଜୟ ନିମନ୍ତେ ଆପଣ ହିଁ ମୋର ଆଶାମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
ଅର୍ଥ : ଅମୁକ କାର୍ଯ୍ୟ ହୋଇଯିବ ବା ଅମୁକ ପଦାର୍ଥ ଆମକୁ ମିଳିଯିବ, ମନର ଏପ୍ରକାର ଭାବ
ଉଦାହରଣ :
ଆମେ ତା’ଠାରୁ ଏଭଳି ବ୍ୟବହାର ଆଶା କରୁନଥିଲୁ
ସମକକ୍ଷ : ପ୍ରତ୍ୟାଶା