ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମନକୁ ଭଲ ଲାଗିବା ଭାବ
ଉଦାହରଣ : ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
ସମକକ୍ଷ : ଅଭିରୁଚି, ପସନ୍ଦ, ରୁଚି
मन को अच्छा लगने का भाव।
A sense of concern with and curiosity about someone or something.
ଅର୍ଥ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ଉଦାହରଣ : ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
ସମକକ୍ଷ : ଅଭିଳାଷ, ଆକାଂକ୍ଷା, ଆଶା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
मन में दबी रहनेवाली तीव्र कामना या लालसा।
An inclination to want things.
ସଂସ୍ଥାପନ କରନ୍ତୁ