ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭାବନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭାବନା   ବିଶେଷ୍ୟ

ଅର୍ଥ : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ

ଉଦାହରଣ : ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ

ସମକକ୍ଷ : କଳ୍ପନା, କଳ୍ପନାଶକ୍ତି, ଖିଆଲ

वह शक्ति या भाव जो मन में नयी,अनोखी,अनदेखी,अनसुनी आदि बातों के स्वरूप को उपस्थित करती है।

मूर्तिकार की कल्पना पत्थर को तराश कर मूर्त रूप प्रदान करती है।
कल्पना, कल्पना शक्ति, खयाल, ख़याल, ख़्याल, ख्याल, तसव्वर, तसव्वुर, तसौवर, फंतासी

The ability to form mental images of things or events.

He could still hear her in his imagination.
imagery, imagination, imaging, mental imagery

ଅର୍ଥ : ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ

ଉଦାହରଣ : ଆପଣା ଭାବନା ଅନୁରୂପରେ ହିଁ ଲୋକେ ବ୍ୟବହାର କରନ୍ତି

ସମକକ୍ଷ : ଖିଆଲ୍, ମନୋଭାବନା

अनुभव और स्मृति से मन में उत्पन्न होनेवाला कोई भाव।

अपनी भावना के अनुरूप ही लोग व्यवहार करते हैं।
खयाल, ख़याल, ख़्याल, ख्याल, जजबा, जज़बा, जज़्बा, जज्बा, भावना, मनोभावना

The state of a person's emotions (especially with regard to pleasure or dejection).

His emotional state depended on her opinion.
He was in good spirits.
His spirit rose.
emotional state, spirit