ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନ୍ୟାୟଶାସ୍ତ୍ର ଅନୁସାରେ ବାକ୍ୟାର୍ଥ ଜ୍ଞାନର ଚାରିଟି ହେତୁ ମଧ୍ୟରୁ ଗୋଟିଏ
ଉଦାହରଣ : ଆକାଂକ୍ଷା,ଯୋଗ୍ୟତା,ସଂନିଦ୍ଧି ଏବଂ ତାତ୍ପର୍ଯ୍ୟ ଆଦି ବାକ୍ୟାର୍ଥର ଚାରିଟି ହେତୁ
न्यायशास्त्र के अनुसार वाक्यार्थ ज्ञान के चार हेतुओं में से एक।
ଅର୍ଥ : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ଉଦାହରଣ : ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
ସମକକ୍ଷ : ଅଭିଳାଷ, ଆଶା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
मन में दबी रहनेवाली तीव्र कामना या लालसा।
An inclination to want things.
ଅର୍ଥ : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
ଉଦାହରଣ : ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
ସମକକ୍ଷ : ଆଶା, ପ୍ରତ୍ୟାଶା, ଭରସା
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
Belief about (or mental picture of) the future.
ସଂସ୍ଥାପନ କରନ୍ତୁ