ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତରାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତରାଳ   ବିଶେଷ୍ୟ

ଅର୍ଥ : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ

ଉଦାହରଣ : କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା

ସମକକ୍ଷ : ମଝି

दो बिंदुओं के बीच का स्थान या समय।

कार्य के अंतराल में वह घर चला गया।
अंतराल, अन्तराल, गोशा

A definite length of time marked off by two instants.

interval, time interval

ଅର୍ଥ : ଦୁଇଟି ଘଟଣା ଆଦିର ମଧ୍ୟବର୍ତ୍ତୀ ସମୟ

ଉଦାହରଣ : ବହୁତ ଦିନ ପର୍ଯ୍ୟନ୍ତ ଆପଣ କାର୍ଯ୍ୟାଳୟ ଆସିନାହାନ୍ତି, ଏ ମଧ୍ୟରେ ଆପଣ କେଉଁଠି ଥିଲେ?

ସମକକ୍ଷ : ମଝି, ମଧ୍ୟ

दो घटनाओं आदि के बीच का समय।

बहुत दिनों तक आप कार्यालय नहीं आए, इस दौरान आप कहाँ थे?
दरमियान, दरम्यान, दौरान, बीच