ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଝିରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଝିରେ   ବିଶେଷ୍ୟ

ଅର୍ଥ : କେହି ଦୁଇଟି ପରିସ୍ଥିତିରେ, କଥାରେ, ଘଟଣାରେ, ସମ୍ବନ୍ଧ ଆଦିର ମଧ୍ୟରେ ବା ମଝିରେ

ଉଦାହରଣ : ସେ ଦୁଇ ଆଶଙ୍କାର ମଝିରେ ଫସିଯାଇଛି

किन्हीं दो परिस्थितियों, बातों, घटनाओं, संबंधों आदि के बीच या मध्य।

वह दो आशंकाओं के बीच फँसा हुआ है।
दरमियाँ, दरमियान, बीच, मध्य, मध्यक

An intermediate part or section.

A whole is that which has beginning, middle, and end.
middle

ଅର୍ଥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ

ଉଦାହରଣ : ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି

ସମକକ୍ଷ : କେନ୍ଦ୍ରରେ, ମଧ୍ୟ

किसी वस्तु का वह केन्द्रीय अंश या भाग जहाँ से उसके सभी छोर समान दूरी पर पड़ते हों।

आँगन के बीच में मंदिर है।
बेर के बीच में गुठली होती है।
केंद्र, केन्द्र, बीच, मध्य

A point equidistant from the ends of a line or the extremities of a figure.

center, centre, midpoint

ମଝିରେ   କ୍ରିୟା ବିଶେଷଣ

ଅର୍ଥ : ଠିକ ମଝିରେ

ଉଦାହରଣ : ଗାଁର ମଝିରେ ଏକ ଶିବ ମନ୍ଦିର ଅଛି

ସମକକ୍ଷ : ମଝାମଝି, ମଧ୍ୟଭାଗରେ

बिल्कुल या ठीक बीच में।

गाँव के बीचोबीच एक शिव मंदिर है।
केंद्र में, केन्द्र में, बीच में, बीचम बीच, बीचों बीच, बीचों-बीच, बीचोंबीच, बीचोबीच, मध्य में