ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧ୍ୟଭାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧ୍ୟଭାଗ   ବିଶେଷ୍ୟ

ଅର୍ଥ : ପର୍ବତର ମଧ୍ୟ ଭାଗ

ଉଦାହରଣ : ପର୍ବତର ମଧ୍ୟଭାଗ ବରଫରେ ଢାଙ୍କି ହୋଇଛି

ସମକକ୍ଷ : ପର୍ବତ ମେଖଳା, ମଝିଭାଗ, ମେଖଳା

पर्वत का मध्य भाग।

पर्वत मेखला बर्फ़ से ढकी है।
पर्वत मेखला, मेखला

ଅର୍ଥ : କୌଣସି ବସ୍ତୁର ମଧ୍ୟ ଭାଗ

ଉଦାହରଣ : ପୁଆର ମଝି ମୋଟା ଓ ମୁଣ୍ଡ ମୁନିଆଁ ହୋଇଥାଏ

ସମକକ୍ଷ : ମଝି

किसी वस्तु का मध्य भाग।

गुल्ली का पेटा मोटा तथा सिरे नुकीले होते हैं।
पेटा