ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଙ୍ଗଳ ଗୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଙ୍ଗଳ ଗୀତ   ବିଶେଷ୍ୟ

ଅର୍ଥ : କୌଣସି ଉତ୍ସବ ଆରମ୍ଭ ହେବା ପୂର୍ବରୁ ଗାନ କରା ଯାଉଥିବା ଗୀତ

ଉଦାହରଣ : ବିବାହ ସମୟରେ ମଙ୍ଗଳ ଗୀତ ଗାନ କରାଯାଏ

ସମକକ୍ଷ : ମଙ୍ଗଳାଷ୍ଟକ

किसी अनुष्ठान के शुरू होने से पहले गाया जानेवाला गीत।

विवाह के समय मंगलाचार गाया जाता है।
मंगलाचार

ଅର୍ଥ : ମଙ୍ଗଳ ଅବସରରେ ବା ମଙ୍ଗଳ କାମନା କରି ଗାନ କରା ଯାଉଥିବା ଗୀତ

ଉଦାହରଣ : ପୂଜା ସମୟରେ କେତେକ ମହିଳା ମଙ୍ଗଳ ଗୀତ ଗାଉଥିଲେ

ସମକକ୍ଷ : ମଙ୍ଗଳ

एक प्रकार का गीत जो मंगल अवसरों पर गाया जाता है या मंगल की कामना से गाया जाता है।

पूजा के समय कुछ महिलाएँ मंगल गीत गा रही थीं।
मंगल, मंगल गीत, मांगलिक गीत, सोहर