ଅର୍ଥ : ଫୁଲର ମଝିରେ ସ୍ତ୍ରୀଲିଙ୍ଗୀ ଅବୟବ ଯାହା ପତଳା ଶାଖା ବା ସୂତା ରୂପରେ ଥାଏ
ଉଦାହରଣ :
କେଶର ଗଛର ଜନନ ଅଙ୍ଗ ସହିତ ସମ୍ବନ୍ଧିତ
ସମକକ୍ଷ : କେଶର, ସ୍ତ୍ରୀକେଶର
ଅର୍ଥ : ଏକ ପ୍ରକାର ବର୍ଣ୍ଣବୃତ୍ତ
ଉଦାହରଣ :
ମକରନ୍ଦର ପ୍ରତ୍ୟେକ ଚରଣରେ କ୍ରମାନ୍ୱୟରେ ସାତ ଜଗଣ ଏବଂ ଗୋଟିଏ ୟଗଣ ଥାଏ
ସମକକ୍ଷ : ମକରଂଦ