ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଧୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଧୁ   ବିଶେଷ୍ୟ

ଅର୍ଥ : ଗୋଟିଏ ରାଗ

ଉଦାହରଣ : ସଙ୍ଗୀତଜ୍ଞ ମଧୁରାଗ ଆଳାପ କରୁଛନ୍ତି

ସମକକ୍ଷ : ମଧୁରାଗ

एक राग।

संगीतज्ञ मधु अलाप रहा है।
मधु, मधु राग, मधुराग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ଗୋଟିଏ ଦୈତ୍ୟ

ଉଦାହରଣ : ମଧୁ କୈଟଭର ଭାଇ ଥିଲା

एक दैत्य।

मधु कैटभ का भाई था।
मधु

ଅର୍ଥ : ମହୁମାଛିଙ୍କଦ୍ୱାରା ଫୁଲରୁ ସଂଗ୍ରହ ହୋଇଥିବା ଏବଂ ମହୁ ଫେଣାରେ ଥିବା ଶୀରା ଭଳି ମିଠା ପଦାର୍ଥ

ଉଦାହରଣ : ମହୁ ବହୁତ ଗୁଣକାରୀ

ସମକକ୍ଷ : ମକରନ୍ଦ, ମହୁ

मधुमक्खियों द्वारा फूलों से संग्रह करके छत्ते में संचित शीरे की तरह की मीठी वस्तु।

मधु बहुत ही गुणकारी होती है।
अरघ, अर्घ, उच्छिष्ट, उछिष्ट, कीलाल, पित्र्य, मखीर, मधु, शहद

A sweet yellow liquid produced by bees.

honey