ଅର୍ଥ : ଘୋଡ଼ା ଓ ସିଂହଆଦିଙ୍କ ବେକର ବାଳ
ଉଦାହରଣ :
ସିଂହର କେଶର ତାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥାଏ
ଅର୍ଥ : ଫୁଲର ମଝିରେ ସ୍ତ୍ରୀଲିଙ୍ଗୀ ଅବୟବ ଯାହା ପତଳା ଶାଖା ବା ସୂତା ରୂପରେ ଥାଏ
ଉଦାହରଣ :
କେଶର ଗଛର ଜନନ ଅଙ୍ଗ ସହିତ ସମ୍ବନ୍ଧିତ
ସମକକ୍ଷ : ମକରନ୍ଦ, ସ୍ତ୍ରୀକେଶର
ଅର୍ଥ : ଗୋଟିଏ ଚିରହରିତ ଗଛ
ଉଦାହରଣ :
ପୁନ୍ନାଗର ଡାଳ ଅଗରେ ଲାଲ ରଙ୍ଗର ଫୁଲ ପେନ୍ଥା ଧରିଛି
ସମକକ୍ଷ : ନାଗପୁଷ୍ପ, ପାତାଳଦ୍ରୁମ, ପୁନ୍ନାଗ, ରକ୍ତପୁଷ୍ପ
ଅର୍ଥ : ଶୀତପ୍ରଧାନ ଦେଶରେ ହେଉଥିବା ଏକ ପ୍ରକାର ଛୋଟ ଗଛ ଯାହାର ଲମ୍ବାକାଠି ଉତ୍କୃଷ୍ଟ ସୁଗନ୍ଧ ପାଇଁ ପ୍ରସିଦ୍ଧ
ଉଦାହରଣ :
କେଶରରୁ ମିଳୁଥିବା ସୁଗନ୍ଧିତ ପଦାର୍ଥର ପ୍ରୟୋଗ ଧାର୍ମିକ କାର୍ଯ୍ୟରେ ମଧ୍ୟ କରାଯାଇଥାଏ
ସମକକ୍ଷ : ଜାଫରାନ୍