ଅର୍ଥ : କାଠର ଯେଉଁ ଚଉଡ଼ା ଖଣ୍ଡ ଉପରେ ବାସନ ରଖି ତାକୁ ରେନ୍ତିରେ ରନ୍ଦା ଯାଏ
ଉଦାହରଣ :
ତଠାରି କିଛି ବାସନକୁ କୁନ୍ଦ ଉପରେ ରଖି ସଫା କରୁଛି
ଅର୍ଥ : କୁବେରଙ୍କ ନବନିଧିମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ବିଶ୍ୱାସ କରାଯାଏ ଯେ କୁନ୍ଦର ଧନ କେବେ ସମାପ୍ତ ହୁଏ ନାହିଁ
ସମକକ୍ଷ : କୁଂଦ
ଅର୍ଥ : କାଠ, ଧାତୁଆଦିକୁ ଠିକ୍ ଭାବେ ଚିକ୍କଣ କରିବାର ଏକ ଯନ୍ତ୍ର
ଉଦାହରଣ :
ସେ ନିଜ କାର୍ଯ୍ୟ କ୍ଷେତ୍ରରେ ଦୁଇଟି କୁନ୍ଦ ଲଗାଇଛି
ସମକକ୍ଷ : ଲେଦ ମେସିନ
ଅର୍ଥ : ଏକ ପ୍ରକାର ଯନ୍ତ୍ର
ଉଦାହରଣ :
କୁନ୍ଦଯନ୍ତ୍ରରେ ତମ୍ବା, ପିତ୍ତଳ ଆଦି ବାସନ ପାଲିସ୍ କରାଯାଏ
ସମକକ୍ଷ : କୁନ୍ଦଯନ୍ତ୍ର