ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହୁ   ବିଶେଷ୍ୟ

ଅର୍ଥ : ମହୁମାଛିଙ୍କଦ୍ୱାରା ଫୁଲରୁ ସଂଗ୍ରହ ହୋଇଥିବା ଏବଂ ମହୁ ଫେଣାରେ ଥିବା ଶୀରା ଭଳି ମିଠା ପଦାର୍ଥ

ଉଦାହରଣ : ମହୁ ବହୁତ ଗୁଣକାରୀ

ସମକକ୍ଷ : ମକରନ୍ଦ, ମଧୁ

मधुमक्खियों द्वारा फूलों से संग्रह करके छत्ते में संचित शीरे की तरह की मीठी वस्तु।

मधु बहुत ही गुणकारी होती है।
अरघ, अर्घ, उच्छिष्ट, उछिष्ट, कीलाल, पित्र्य, मखीर, मधु, शहद

A sweet yellow liquid produced by bees.

honey