ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଂଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଂଦ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ହଳଦିଆ ରଙ୍ଗର ଅଠା

ଉଦାହରଣ : ଔଷଧ ରୂପରେ କୁନ୍ଦୁରର ବ୍ୟବହାର ହୋଇଥାଏ

ସମକକ୍ଷ : କୁଂଦୁର, କୁନ୍ଦ, କୁନ୍ଦୁର

एक प्रकार का पीले रंग का गोंद।

कुंदुर का प्रयोग औषधि के रूप में होता है।
कुंद, कुंदुर, कुन्द, कुन्दुर

ଅର୍ଥ : ଏକ ପର୍ବତ

ଉଦାହରଣ : ସେ କୁନ୍ଦ ଆଡକୁ ବୁଲିବାକୁ ଯାଇଛି

ସମକକ୍ଷ : କୁନ୍ଦ

एक पर्वत।

वे कुंद की ओर टहलने गए हैं।
कुंद, कुन्द

A land mass that projects well above its surroundings. Higher than a hill.

mount, mountain

ଅର୍ଥ : କୁବେରଙ୍କ ନବନିଧିମାନଙ୍କ ମଧ୍ୟରୁ ଗୋଟିଏ

ଉଦାହରଣ : ବିଶ୍ୱାସ କରାଯାଏ ଯେ କୁନ୍ଦର ଧନ କେବେ ସମାପ୍ତ ହୁଏ ନାହିଁ

ସମକକ୍ଷ : କୁନ୍ଦ

कुबेर की नौ निधियों में से एक।

ऐसा माना जाता है कि कुंद का धन कभी समाप्त नहीं होता है।
कुंद, कुन्द

ଅର୍ଥ : ଯୂଇ ଭଳି ଏକ ଗଛ

ଉଦାହରଣ : ମକରନ୍ଦ ଫୁଲରେ ଲଦି ହୋଇଛି

ସମକକ୍ଷ : କୁନ୍ଦ, ମକରଂଦ, ମକରନ୍ଦ

जूही के समान एक पौधा।

मकरंद फूलों से लदा है।
कुंद, कुन्द, मकरंद, मकरन्द

Native to eastern Asia. Widely cultivated for its large pink or white flowers.

indian lotus, lotus, nelumbo nucifera, sacred lotus