ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଭୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଭୋଗ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ବ୍ୟବହାରରେ ସୁଖ ବା ମଜା ନେବାର କ୍ରିୟା

ଉଦାହରଣ : ଏହି କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ କାର୍ଯ୍ୟାଳୟର ବସ୍ତୁଗୁଡ଼ିକର ଖୁବ୍‌ ଉପଭୋଗ କରୁଛନ୍ତି

ସମକକ୍ଷ : ଭୋଗ, ସେବନ

किसी वस्तु के व्यवहार से सुख या मजा लेने की क्रिया।

इस कार्यालय के सभी पदाधिकारी कार्यालयी वस्तुओं का खूब उपभोग करते हैं।
अनुभोग, आभोग, उपभोग, भोग, सुख भोग, सेवन

Act of receiving pleasure from something.

delectation, enjoyment

ଅର୍ଥ : କାମରେ ଆସିବା ବା ଲାଗିବାର କ୍ରିୟା

ଉଦାହରଣ : ଆମ ଦେଶରେ ଚାଉଳର ବ୍ୟବହାର ବେଶୀ

ସମକକ୍ଷ : ଅପଚୟ, ଖର୍ଚ୍ଚ, ପ୍ରୟୋଗ, ବ୍ୟବହାର

काम में आने या लगने की क्रिया।

हमारे देश में चावल की खपत ज़्यादा होती है।
इस्तमाल, इस्तेमाल, उठान, उठाव, उपभोग, उपयोग, खपत, खरच, खरचा, खर्च, खर्चा, ख़रच, ख़रचा, ख़र्च, ख़र्चा, दोहन, प्रयोग

The act of consuming something.

consumption, expenditure, using up

ଅର୍ଥ : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା

ଉଦାହରଣ : ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ

ସମକକ୍ଷ : ଖାଇବା, ଗ୍ରହଣ କରିବା, ଭୋଜନ, ସେବନ

खाने-पीने की चीजों या किसी अन्य वस्तु को उपयोग में लाने की क्रिया।

अधिक रक्तचाप से पीड़ित व्यक्ति को नियमित रूप से औषध का सेवन करना चाहिए।
उद्ग्रहण, उपभोग, रसास्वादन, सेवन

The act of using.

He warned against the use of narcotic drugs.
Skilled in the utilization of computers.
employment, exercise, usage, use, utilisation, utilization