ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖରାପ ଦଶା ବା ଅବସ୍ଥା
ଉଦାହରଣ : ତାହାର ଦୁର୍ଦ୍ଦଶା ଦେଖିନପାରି ମୁଁ ତାକୁ ନିଜ ଘରେ ଜାଗା ଦେଲି
ସମକକ୍ଷ : ଖରାପ ସମୟ, ଦୁର୍ଗତି
बुरी दशा या अवस्था।
A situation from which extrication is difficult especially an unpleasant or trying one.
ଅର୍ଥ : ଦୁର୍ଭାଗ୍ୟ ଅବସ୍ଥା ବା ଖରାପ ଦିନ
ଉଦାହରଣ : ତାଙ୍କର ଭାଗ୍ୟ ଆଜିକାଲି ବିପଦରେ ପୂର୍ଣ୍ଣ ହୋଇଛି
ସମକକ୍ଷ : ବିପତ୍ତି, ବିପଦ
दुर्भाग्य की अवस्था या बुरे दिनों का फेर।
A state of misfortune or affliction.
ସଂସ୍ଥାପନ କରନ୍ତୁ