ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିନାଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିନାଶ   ବିଶେଷ୍ୟ

ଅର୍ଥ : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ

ଉଦାହରଣ : ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ

ସମକକ୍ଷ : ଅନ୍ତ, ପ୍ରଳୟ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ

संसार की प्रकृति में लीन होकर मिट जाने की क्रिया जो बहुत दिनों पर होती है और जिसके बाद फिर नई सृष्टि होती है।

सभी धर्मों में ऐसा माना जाता है कि प्रलय के दिन इस सृष्टि का अंत हो जाएगा।
अंत, अन्त, अभव, कयामत, जगद्विनाश, जहानक, प्रलय, महालय, युगांत, युगांतक, युगान्त, युगान्तक, लय, विनाश, विश्वक्षय

A sudden violent change in the earth's surface.

cataclysm, catastrophe

ଅର୍ଥ : ମାରିବାର କ୍ରିୟା ବା ଭାବ

ଉଦାହରଣ : ମୂଷା ମାରିବା ବିଲେଇ ପକ୍ଷେ ଏତେ ସହଜ ନୁହେଁ

ସମକକ୍ଷ : ନାଶ, ନିଧନ, ବଧ, ମାରଣ, ମାରିବା

मारने या प्रहार करने की क्रिया या भाव।

किसी को मारने के लिए हिम्मत चाहिए।
प्रहरण, मारण, मारन, मारना

The act of contacting one thing with another.

Repeated hitting raised a large bruise.
After three misses she finally got a hit.
hit, hitting, striking

ଅର୍ଥ : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ଉଦାହରଣ : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

ସମକକ୍ଷ : ଅନ୍ତ, ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିଲୋପ, ଲୋପ, ସଂହାର

An event (or the result of an event) that completely destroys something.

demolition, destruction, wipeout

ଅର୍ଥ : ପ୍ରାଣରୁ ମାରିବା ପ୍ରକ୍ରିୟା

ଉଦାହରଣ : ଦୁଷ୍ଟମାନଙ୍କୁ ସଂହାର କରିବା ନିମନ୍ତେ ଇଶ୍ୱର ଅବତାର ଗ୍ରହଣ କରନ୍ତି

ସମକକ୍ଷ : ଧ୍ୱଂସ, ବଧ, ସଂହାର

जान से मारने की क्रिया।

दुष्टों का संहार करने के लिए ईश्वर अवतरित होते हैं।
संहार

The act of terminating a life.

kill, killing, putting to death