ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂହାର   ବିଶେଷ୍ୟ

ଅର୍ଥ : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ଉଦାହରଣ : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

ସମକକ୍ଷ : ଅନ୍ତ, ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ଲୋପ

An event (or the result of an event) that completely destroys something.

demolition, destruction, wipeout

ଅର୍ଥ : ପ୍ରାଣରୁ ମାରିବା ପ୍ରକ୍ରିୟା

ଉଦାହରଣ : ଦୁଷ୍ଟମାନଙ୍କୁ ସଂହାର କରିବା ନିମନ୍ତେ ଇଶ୍ୱର ଅବତାର ଗ୍ରହଣ କରନ୍ତି

ସମକକ୍ଷ : ଧ୍ୱଂସ, ବଧ, ବିନାଶ

जान से मारने की क्रिया।

दुष्टों का संहार करने के लिए ईश्वर अवतरित होते हैं।
संहार

The act of terminating a life.

kill, killing, putting to death