ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାରଣ   ବିଶେଷ୍ୟ

ଅର୍ଥ : ମାରିବାର କ୍ରିୟା ବା ଭାବ

ଉଦାହରଣ : ମୂଷା ମାରିବା ବିଲେଇ ପକ୍ଷେ ଏତେ ସହଜ ନୁହେଁ

ସମକକ୍ଷ : ନାଶ, ନିଧନ, ବଧ, ବିନାଶ, ମାରିବା

मारने या प्रहार करने की क्रिया या भाव।

किसी को मारने के लिए हिम्मत चाहिए।
प्रहरण, मारण, मारन, मारना

The act of contacting one thing with another.

Repeated hitting raised a large bruise.
After three misses she finally got a hit.
hit, hitting, striking

ଅର୍ଥ : କାହାରିକୁ ମାରିବାପାଇଁ ଯେଉଁ ତାନ୍ତ୍ରିକ ପ୍ରୟୋଗ କରାଯାଏ

ଉଦାହରଣ : କୁହାଯାଏ କି ଡାହାଣୀର ମାରଣଯୋଗୁଁ ତା ପତିର ମୃତ୍ୟୁ ହେଲା

एक तांत्रिक प्रयोग जो किसी को मार डालने के लिए होता है।

कहा जाता है कि डायन के मारण से उसके पति की मृत्यु हो गई।
उज्जासन, मारण, मारन

ଅର୍ଥ : ଅନ୍ୟ କାହାଦ୍ୱାରା ନ୍ୟସ୍ତ କରାଯାଇଥିବା ଧନକୁ ହଜମ କରିବା ପ୍ରକ୍ରିୟା

ଉଦାହରଣ : ମାଲହୋତ୍ରା ଉପରେ ଦଶ ଲକ୍ଷ ଟଙ୍କା ଆତ୍ମସାତର ଆରୋପ କରାଯାଇଛି

ସମକକ୍ଷ : ଆତ୍ମସାତ, କିଳାପୋତେଇ, ହଡ଼ପ

किसी दूसरे के सौंपे हुए धन को हज़म कर जाने की क्रिया।

मलहोत्रा पर दस लाख रुपये गबन करने का आरोप है।
अल्लम-गल्लम, गबन, ग़बन

The fraudulent appropriation of funds or property entrusted to your care but actually owned by someone else.

defalcation, embezzlement, misapplication, misappropriation, peculation