ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋପ   ବିଶେଷ୍ୟ

ଅର୍ଥ : ବିଲୁପ୍ତ ହେବାର କ୍ରିୟା,ଅବସ୍ଥା ବା ଭାବ

ଉଦାହରଣ : ପ୍ରକୃତିରୁ ଦ୍ରବ୍ୟର ବିଲୋପ ସମ୍ଭବ ନୁହେଁ

ସମକକ୍ଷ : ଅଲୋପ, ବିଲୋପ

विलुप्त होने की क्रिया, अवस्था या भाव।

प्रकृति से द्रव्य का विलोप संभव नहीं है।
अलोप, लोप, विलोप

ଅର୍ଥ : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ଉଦାହରଣ : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

ସମକକ୍ଷ : ଅନ୍ତ, ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ସଂହାର

An event (or the result of an event) that completely destroys something.

demolition, destruction, wipeout

ଅର୍ଥ : ବ୍ୟାକରଣରେ ଗୋଟିଏ ନିୟମ

ଉଦାହରଣ : ଲୋପ ଅନୁସାରେ ଶବ୍ଦ-ସାଧନରେ କିଛି ବର୍ଣ୍ଣ ବାହାର କରାଯାଏ ବା ଛାଡ଼ି ଦିଆଯାଏ

व्याकरण में एक नियम।

लोप के अनुसार शब्द-साधन में कोई वर्ण निकाल या छोड़ देते है।
लोप