ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଢ଼ିର ଫୁଲଟିଏ ବନିବାର ଅବସ୍ଥା
ଉଦାହରଣ : କଢିଟିଏ ଫୁଲ ରୂପରେ ହିଁ ବିକାଶ ହୁଏ
कली के फूल के रूप में होने की अवस्था।
The time and process of budding and unfolding of blossoms.
ଅର୍ଥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
ଉଦାହରଣ : ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ସମକକ୍ଷ : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ପ୍ରଗତି
किसी निम्न या हीन स्थिति से निकलकर उच्च या उन्नत अवस्था में पहुँचने की अवस्था या भाव। उन्नत या समृद्ध स्थिति।
Gradual improvement or growth or development.
ଅର୍ଥ : ବିକଶିତ ହେବାର ପ୍ରକ୍ରିୟା ବା ଭାବ
ଉଦାହରଣ : ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
ସମକକ୍ଷ : ବୃଦ୍ଧି
बढ़ने या विकसित होने की क्रिया या भाव।
ଅର୍ଥ : ବଢ଼ିବା ବା ବଢ଼େଇବା କ୍ରିୟା
ଉଦାହରଣ : ଅଜ୍ଞାନତା ଆମ ଅହଙ୍କାରର ବର୍ଦ୍ଧନ କରିଥାଏ
ସମକକ୍ଷ : ପୋଷଣ, ବର୍ଦ୍ଧନ, ବୃଦ୍ଧି
ଅର୍ଥ : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
ଉଦାହରଣ : ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
ସମକକ୍ଷ : ଅଭିବୃଦ୍ଧି, ବର୍ଦ୍ଧନ, ବୃଦ୍ଧି
बढ़ने या बढ़ाने की क्रिया।
The act of increasing something.
ସଂସ୍ଥାପନ କରନ୍ତୁ