ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଗତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଗତି   ବିଶେଷ୍ୟ

ଅର୍ଥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା

ଉଦାହରଣ : ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ

ସମକକ୍ଷ : ଅଭ୍ୟୁଦୟ, ଉତ୍‌ଥାନ, ଉନ୍ନତି, ଉନ୍ନୟନ, ବିକାଶ

किसी निम्न या हीन स्थिति से निकलकर उच्च या उन्नत अवस्था में पहुँचने की अवस्था या भाव। उन्नत या समृद्ध स्थिति।

किसी व्यक्ति का उत्थान उसके कर्मों पर निर्भर करता है।
सुरेश ने अपने जीवन में बहुत आर्थिक प्रगति की।
अभ्युदय, उत्थान, उन्नति, उन्नयन, तरक़्क़ी, तरक्की, प्रगति, विकास

Gradual improvement or growth or development.

Advancement of knowledge.
Great progress in the arts.
advancement, progress

ଅର୍ଥ : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା

ଉଦାହରଣ : ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ

ସମକକ୍ଷ : ଅଗ୍ରଗତି

आगे की ओर गमन या गति या अग्रसर गति।

सेनापति सैनिकों के प्रगमन के बारे में बता रहा है।
प्रगति, प्रगमन

A movement forward.

He listened for the progress of the troops.
advance, progress, progression