ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପୋଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପୋଷଣ   ବିଶେଷ୍ୟ

ଅର୍ଥ : ବଢ଼ିବା ବା ବଢ଼େଇବା କ୍ରିୟା

ଉଦାହରଣ : ଅଜ୍ଞାନତା ଆମ ଅହଙ୍କାରର ବର୍ଦ୍ଧନ କରିଥାଏ

ସମକକ୍ଷ : ବର୍ଦ୍ଧନ, ବିକାଶ, ବୃଦ୍ଧି

ଅର୍ଥ : ପୁଷ୍ଠ ବା ଦୃଢ଼ କରିବାର କ୍ରିୟା

ଉଦାହରଣ : ଆମ ଶରୀର ଭୋଜନରେ ପୋଷଣ ହୁଏ

ସମକକ୍ଷ : ପରିପୋଷଣ, ସଂପୋଷଣ

पुष्ट या पक्का करने की क्रिया।

भोजन से हमारे शरीर का पोषण होता है।
परिपोषण, पोषण, संपोषण, सम्पोषण

The act of nourishing.

Her nourishment of the orphans saved many lives.
nourishment