ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଜାରରେ ବିକ୍ରି ବଢ଼ିବାର ଅବସ୍ଥା
ଉଦାହରଣ : ବଜାରରେ କେବେ କେବେ ବୃଦ୍ଧି ତ କେବେ କେବେ ହ୍ରାସ ଦେଖାଯାଏ
बाजार में बिक्री या दाम बढ़ने की अवस्था।
ଅର୍ଥ : ବିକଶିତ ହେବାର ପ୍ରକ୍ରିୟା ବା ଭାବ
ଉଦାହରଣ : ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
ସମକକ୍ଷ : ବିକାଶ
बढ़ने या विकसित होने की क्रिया या भाव।
Gradual improvement or growth or development.
ଅର୍ଥ : ବଢ଼ିବା ବା ବଢ଼େଇବା କ୍ରିୟା
ଉଦାହରଣ : ଅଜ୍ଞାନତା ଆମ ଅହଙ୍କାରର ବର୍ଦ୍ଧନ କରିଥାଏ
ସମକକ୍ଷ : ପୋଷଣ, ବର୍ଦ୍ଧନ, ବିକାଶ
ଅର୍ଥ : ସମୃଦ୍ଧ ବା ସଂପନ୍ନ ହେବାର ଅବସ୍ଥା ବା ଭାବ
ଉଦାହରଣ : ଯୁଗ ଯୁଗରୁ ହିଁ ବିଦେଶୀମାନେ ଭାରତର ସମୃଦ୍ଧିରୁ ଫାଇଦା ଉଠାଇଛନ୍ତି
ସମକକ୍ଷ : ସମୃଦ୍ଧତା, ସମୃଦ୍ଧି, ସମ୍ପନ୍ନତା
समृद्ध या संपन्न होने की अवस्था या भाव।
An economic state of growth with rising profits and full employment.
ଅର୍ଥ : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
ଉଦାହରଣ : ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
ସମକକ୍ଷ : ଅଭିବୃଦ୍ଧି, ବର୍ଦ୍ଧନ, ବିକାଶ
बढ़ने या बढ़ाने की क्रिया।
The act of increasing something.
ସଂସ୍ଥାପନ କରନ୍ତୁ