ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉନ୍ନୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉନ୍ନୟନ   ବିଶେଷ୍ୟ

ଅର୍ଥ : ଏପରି କିଛି କାର୍ଯ୍ୟ ଯାହାଦ୍ୱାରା କେହି ଉନ୍ନତି କରିପାରିବ

ଉଦାହରଣ : କର୍ମଚାରୀମାନଙ୍କ ଉନ୍ନୟନଯୋଗୁଁ ହିଁ ଆଜି ଆମ କାରଖାନା ଦେଶର ପାଞ୍ଚଟି ବଡ଼ କାରଖାନା ମଧ୍ୟରେ ସ୍ଥାନ ପାଇଛି

कुछ ऐसा करने की क्रिया जिससे कोई उन्नति करे।

कर्मचारियों के उन्नयन के कारण ही आज हमारी कंपनी देश की पाँच बड़ी कंपनियों में से एक है।
उन्नयन

Gradual improvement or growth or development.

Advancement of knowledge.
Great progress in the arts.
advancement, progress

ଅର୍ଥ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା

ଉଦାହରଣ : ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ

ସମକକ୍ଷ : ଅଭ୍ୟୁଦୟ, ଉତ୍‌ଥାନ, ଉନ୍ନତି, ପ୍ରଗତି, ବିକାଶ

किसी निम्न या हीन स्थिति से निकलकर उच्च या उन्नत अवस्था में पहुँचने की अवस्था या भाव। उन्नत या समृद्ध स्थिति।

किसी व्यक्ति का उत्थान उसके कर्मों पर निर्भर करता है।
सुरेश ने अपने जीवन में बहुत आर्थिक प्रगति की।
अभ्युदय, उत्थान, उन्नति, उन्नयन, तरक़्क़ी, तरक्की, प्रगति, विकास

Gradual improvement or growth or development.

Advancement of knowledge.
Great progress in the arts.
advancement, progress