ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହକ   ବିଶେଷ୍ୟ

ଅର୍ଥ : ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ

ଉଦାହରଣ : ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା

ସମକକ୍ଷ : ଗନ୍ଧ, ବାସ, ସୁଗନ୍ଧ

वायु में मिले हुए किसी वस्तु के सूक्ष्म कणों का प्रसार जिसका ज्ञान या अनुभव नाक से होता है।

जंगल से गुजरते समय जंगली पुष्पों की गंध आ रही थी।
गंध, गन्ध, बास, महक, वास

The sensation that results when olfactory receptors in the nose are stimulated by particular chemicals in gaseous form.

She loved the smell of roses.
odor, odour, olfactory perception, olfactory sensation, smell