ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ଥାନ,ପରିସ୍ଥିତି ଆଦିର ସାମାନ୍ୟ ସ୍ଥିତି ବା ବାତାବରଣ ଓ ତାହାର ଲୋକଙ୍କଉପରେ ପଡ଼ୁଥିବା ପ୍ରଭାବ
ଉଦାହରଣ : ଆପଣଙ୍କ କଥାରୁ ବିଦ୍ରୋହର ବାସ୍ନା ଆସୁଛି
ସମକକ୍ଷ : ବାସ୍ନା
किसी स्थान, परिस्थिति आदि की सामान्य स्थिति या वातावरण और इसका लोगों पर पड़नेवाला प्रभाव।
The general atmosphere of a place or situation and the effect that it has on people.
ଅର୍ଥ : ବାୟୁରେ ମିଶିଥିବା କୌଣସି ବସ୍ତୁର କ୍ଷୁଦ୍ର ଅଂଶର ପ୍ରସାର ଯାହାର ଜ୍ଞାନ ବା ଅନୁଭବ ନାକରେ ହୁଏ
ଉଦାହରଣ : ଜଙ୍ଗଲ ଅତିକ୍ରମ କରୁଥିବା ସମୟରେ ଜଙ୍ଗଲୀ ପୁଷ୍ପଗୁଡ଼ିକର ମହକ ଆସୁଥିଲା
ସମକକ୍ଷ : ବାସ, ମହକ, ସୁଗନ୍ଧ
वायु में मिले हुए किसी वस्तु के सूक्ष्म कणों का प्रसार जिसका ज्ञान या अनुभव नाक से होता है।
The sensation that results when olfactory receptors in the nose are stimulated by particular chemicals in gaseous form.
ସଂସ୍ଥାପନ କରନ୍ତୁ