ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାକି   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ

ଉଦାହରଣ : ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି

ସମକକ୍ଷ : ଉଧାର, କରଜ

किसी वस्तु आदि की वह कीमत जो वस्तु के मालिक को बाद में चुकाई जाए।

अभी कपड़ेवाले सेठ का मुझपर दो हजार रुपए उधार है।
उधार, उधारी, कर्ज, कर्जा, देना

Money or goods or services owed by one person to another.

debt

ଅର୍ଥ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)

ଉଦାହରଣ : ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ

ସମକକ୍ଷ : ଅବଶିଷ୍ଟ, ଅବଶେଷ

वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।

घर में आग लगने से कुछ भी शेष नहीं बचा।
अवशिष्ट अंश, बाक़ी, बाकी, शेष

Something left after other parts have been taken away.

There was no remainder.
He threw away the rest.
He took what he wanted and I got the balance.
balance, remainder, residual, residue, residuum, rest

ଅର୍ଥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା

ଉଦାହରଣ : ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି

ସମକକ୍ଷ : ଦେୟ, ପାଉଣା, ପ୍ରାପ୍ୟ ଧନ

वह रुपया जो दूसरे से पाना या प्राप्त करना हो।

साहूकार हर महीने पहली तारीख़ को ही पावना लेने घर पहुँच जाता है।
पाना, पावना, प्राप्तव्य धन, प्राप्यधन, बकाया, लहना

A payment that is due (e.g., as the price of membership).

The society dropped him for non-payment of dues.
due

ବାକି   ବିଶେଷଣ

ଅର୍ଥ : ଯାହା ସମାପ୍ତ ହେଇନାହିଁ

ଉଦାହରଣ : ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ

ସମକକ୍ଷ : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ

ଅର୍ଥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି

ଉଦାହରଣ : ବଳକା ଖାଇବା ଘୋଡ଼େଇକି ରଖିଦିଅ

ସମକକ୍ଷ : ଅବଶିଷ୍ଟ, ବଳକା

जो उपयोग में न आने के कारण बच गया हो।

बचे भोजन को ढक कर रख दो।
अधिक, अफजूँ, अफ़जूँ, अवशिष्ट, अवशेष, अवशेषित, अवसेख, आस्थित, बक़ाया, बकाया, बचा, बचा खुचा, बचा हुआ, बचा-खुचा, बाक़ी, बाकी, शेष

Not used up.

Leftover meatloaf.
She had a little money left over so she went to a movie.
Some odd dollars left.
Saved the remaining sandwiches for supper.
Unexpended provisions.
left, left over, leftover, odd, remaining, unexpended

ଅର୍ଥ : ବାକି ହୋଇଥିବା କାରଣରୁ ଯାହା କାହାଠାରୁ ପାଇବାକୁ ଅଛି ବା ନେବାକୁ ଅଛି

ଉଦାହରଣ : ଆପଣ ମୋତେ ଏପର୍ୟନ୍ତ ବକେୟା ଧନ ଦେଇ ନାହାନ୍ତି

ସମକକ୍ଷ : ବକେୟା

जो बाकी होने के कारण किसी से पाना हो या लिया जाना हो।

आपने मुझे अभी तक आदेय धन नहीं दिया।
आदाय, आदायाद, आदेय

ଅର୍ଥ : ଯାହାକୁ ଖର୍ଚ୍ଚ କରାନଯାଇଛି ଓ ଯାହା କାହା ଭାଗରେ ବଳକା ରହିଯାଇଛି

ଉଦାହରଣ : ମୁଁ ବଳକା ଧନ ଜମାକରିବାକୁ ଯାଇଥିଲି

ସମକକ୍ଷ : ବଳକା

जिसका भुगतान न किया गया हो या जो किसी के जिम्मे बाकी रह गया हो।

मैं बक़ाया धन जमा करने गया था।
बक़ाया, बकाया, बाक़ी, बाकी, शेष