ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରଜ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ

ଉଦାହରଣ : ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି

ସମକକ୍ଷ : ଉଧାର, ବାକି

किसी वस्तु आदि की वह कीमत जो वस्तु के मालिक को बाद में चुकाई जाए।

अभी कपड़ेवाले सेठ का मुझपर दो हजार रुपए उधार है।
उधार, उधारी, कर्ज, कर्जा, देना

Money or goods or services owed by one person to another.

debt

ଅର୍ଥ : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ

ଉଦାହରଣ : ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି

ସମକକ୍ଷ : ଉଧାର, ଋଣ

कहीं से या किसी से ब्याज सहित या बिना ब्याज के वापस करने की बोली पर लिया हुआ धन आदि।

उसने घर बनाने के लिए बैंक से ऋण लिया।
उधार, ऋण, कर्ज, कर्जा, प्रामीत्य, लोन

Money or goods or services owed by one person to another.

debt

ଅର୍ଥ : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ

ଉଦାହରଣ : ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା

ସମକକ୍ଷ : ଉଧାର, ଧାର

किसी से ली गई वह वस्तु, पैसा आदि जो दिए गए समय पर उसको लौटाई जाए।

राम ने पुस्तक खरीदने के लिए मुझसे सौ रुपए उधार लिया।
उसका मुझपर सौ रुपये देना है।
उधार, उधारी, कर्ज, कर्जा, देन, देना

Money or goods or services owed by one person to another.

debt

ଅର୍ଥ : ବଣିଆଠାରୁ କରଜ ସୂତ୍ରରେ ନିଆଯାଇଥିବା ଜିନିଷ

ଉଦାହରଣ : ସେ କରଜ ରାଶି ଦେବାପାଇଁ ଦୋକାନକୁ ଯାଇଛି

ସମକକ୍ଷ : ଉଧାର

बनिए से उधार में लिया गया सामान।

वह उचापत की रकम देने दूकान गया है।
उचंत, उचापत, उचायत, उचिंत