ଏକ ବ୍ୟକ୍ତି ବା ସଂସ୍ଥାଦ୍ୱାରା ଅନ୍ୟ ବ୍ୟକ୍ତି ବା ସଂସ୍ଥାକୁ ଦିଆଯାଉଥିବା ସେବା
ହିନ୍ଦୁ ଧର୍ମାନୁସାରେ ମାତୃଋଣ,ପିତୃଋଣ,ଗୃହଋଣ ତଥା ଦେବଋଣ ଏହି ଚାରୋଟି ମୁଖ୍ୟଋଣ
ଋଣ
କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
ଉଧାର,
କରଜ,
ଧାର
କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି
ଉଧାର,
ଋଣ,
କରଜ
କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
ଉଧାର,
କରଜ,
ବାକି