ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପୂର୍ଣ୍ଣ   ବିଶେଷଣ

ଅର୍ଥ : ପୂଣ୍ୟରହିତ ବା ଯାହାକୁ କରିବାରେ ପୂଣ୍ୟ ମିଳିନାହିଁ

ଉଦାହରଣ : ଅପୂର୍ଣ୍ଣ କାମ ନ କରିବା ଉଚିତ

ସମକକ୍ଷ : ପୂର୍ଣ୍ଣରହିତ, ପୂର୍ଣ୍ଣହୀନ

बिना पुण्य का या जिसे करने से पुण्य न मिले।

अपुण्य कर्म नहीं करना चाहिए।
अपुण्य, पुण्यरहित, पुण्यहीन

Not hallowed or consecrated.

unhallowed, unholy

ଅର୍ଥ : ଯାହା ସମାପ୍ତ ହେଇନାହିଁ

ଉଦାହରଣ : ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ

ସମକକ୍ଷ : ଅଧାଖଣ୍ଡିଆ, ଅସଂପୂର୍ଣ୍ଣ, ଅସମାପ୍ତ, ବାକି

ଅର୍ଥ : ଯାହା ପରିପୂର୍ଣ୍ଣ ନୁହେଁ

ଉଦାହରଣ : ଏହି କାମ ଏବେ ବି ଅପୂର୍ଣ୍ଣ ରହିଛି

ସମକକ୍ଷ : ଅଧାବିଧା, ଅସଂପୂର୍ଣ୍ଣ ଅପରିପୂର୍ଣ୍ଣ

जो परिपूर्ण न हो।

अपूर्ण घट में और जल भर दो।
अपरिपूर्ण, अपूर, अपूर्ण, असंपूर्ण, असम्पूर्ण