ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଳକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଳକା   ବିଶେଷ୍ୟ

ଅର୍ଥ : ରସହୀନ ବା ବଳକା ଜିନିଷ

ଉଦାହରଣ : ଆମର ସିଠା ଦରକାର ନାହିଁ

ସମକକ୍ଷ : ସିଠା

फीकी या बची-खुची चीज।

हमें सीठी नहीं चाहिए।
सिट्ठी, सीठी

A small part or portion that remains after the main part no longer exists.

leftover, remnant

ବଳକା   ବିଶେଷଣ

ଅର୍ଥ : ହଟାଯାଇଥିବା ବା ଦୂର କରାଯାଇଥିବା

ଉଦାହରଣ : ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା

ସମକକ୍ଷ : ଛଡ଼ାଯାଇଥିବା, ବର୍ଜିତ

हटाया या दूर किया हुआ।

अपाकृत भोजन को लेकर वह भीतर चली गई।
अपाकृत, हटाया हुआ

ଅର୍ଥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି

ଉଦାହରଣ : ବଳକା ଖାଇବା ଘୋଡ଼େଇକି ରଖିଦିଅ

ସମକକ୍ଷ : ଅବଶିଷ୍ଟ, ବାକି

जो उपयोग में न आने के कारण बच गया हो।

बचे भोजन को ढक कर रख दो।
अधिक, अफजूँ, अफ़जूँ, अवशिष्ट, अवशेष, अवशेषित, अवसेख, आस्थित, बक़ाया, बकाया, बचा, बचा खुचा, बचा हुआ, बचा-खुचा, बाक़ी, बाकी, शेष

Not used up.

Leftover meatloaf.
She had a little money left over so she went to a movie.
Some odd dollars left.
Saved the remaining sandwiches for supper.
Unexpended provisions.
left, left over, leftover, odd, remaining, unexpended

ଅର୍ଥ : ଯାହାକୁ ଖର୍ଚ୍ଚ କରାନଯାଇଛି ଓ ଯାହା କାହା ଭାଗରେ ବଳକା ରହିଯାଇଛି

ଉଦାହରଣ : ମୁଁ ବଳକା ଧନ ଜମାକରିବାକୁ ଯାଇଥିଲି

ସମକକ୍ଷ : ବାକି

जिसका भुगतान न किया गया हो या जो किसी के जिम्मे बाकी रह गया हो।

मैं बक़ाया धन जमा करने गया था।
बक़ाया, बकाया, बाक़ी, बाकी, शेष