ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଶେଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଶେଷ   ବିଶେଷ୍ୟ

ଅର୍ଥ : ଉପଭୋଗ,ନାଶ,ବିଶ୍ଳେଷଣ,ବ୍ୟୟ ଆଦି ପରେ ଯାହା ରକ୍ଷା ପାଇଥାଏ

ଉଦାହରଣ : ଏହି ସଂଗ୍ରାହଳୟରେ ହରପ୍ପାର ଅବଶେଷ ବି ଅଛି

वह जो कुछ उपभोग, नाश, विश्लेषण, व्यय आदि के उपरांत बचा हो।

इस संग्रहालय में हड़प्पा के अवशेष भी हैं।
अवशेष

Something left after other parts have been taken away.

There was no remainder.
He threw away the rest.
He took what he wanted and I got the balance.
balance, remainder, residual, residue, residuum, rest

ଅର୍ଥ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)

ଉଦାହରଣ : ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ

ସମକକ୍ଷ : ଅବଶିଷ୍ଟ, ବାକି

वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।

घर में आग लगने से कुछ भी शेष नहीं बचा।
अवशिष्ट अंश, बाक़ी, बाकी, शेष

Something left after other parts have been taken away.

There was no remainder.
He threw away the rest.
He took what he wanted and I got the balance.
balance, remainder, residual, residue, residuum, rest

ଅର୍ଥ : କାହାରି ମୃତ୍ୟୁ ପରେ ବଞ୍ଚିଥିବା ଧନ ବା ସମ୍ପତ୍ତି

ଉଦାହରଣ : ସବୁ ଭାଇମାନେ ଅବଶେଷକୁ ସମାନ ଭାବରେ ବାଣ୍ଟି ନେଲେ

किसी के मरने के उपरांत बचा हुआ धन या संपत्ति।

सभी भाइयों ने अवशेष को बराबर बाँट लिया।
अवशेष