ଅର୍ଥ : ତାଳ ଦେବାକୁ ଗୋଟିଏ ବାଜା
ଉଦାହରଣ :
ଜଗନ୍ନାଥ ଘନ ବଜାଉଛି
ଅର୍ଥ : କୌଣସି ଅଙ୍କକୁ ସେହି ଅଙ୍କରେ ଦୁଇଥର ଗୁଣନ କଲେ ମିଳୁଥିବା ଗୁଣନଫଳ
ଉଦାହରଣ :
ଦୁଇର ଘନ ଆଠ ହୁଏ
ଅର୍ଥ : ଲମ୍ବା,ଚଉଡା ତଥା ଉଚ୍ଚାରେ ସମାନଥିବା ଏପରି ଆକୃତି ବିଶିଷ୍ଟ ଗୋଟିଏ ବସ୍ତୁ
ଉଦାହରଣ :
ଘନର ଛଅ ବର୍ଗାକାର ସମାନ ହୋଇଥାଏ