ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀଡ଼   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପକ୍ଷୀମାନେ ରହି ରାତି ବିତାନ୍ତି

ଉଦାହରଣ : ଏହି ଅଶ୍ୱତଥ ଗଛ ହିଁ ଏ କ୍ଷେତ୍ରର ପକ୍ଷୀମାନଙ୍କର ନୀଡ଼

ସମକକ୍ଷ : ପକ୍ଷୀ ବସା

वह स्थान जहाँ चिड़िया ठहरकर रात बिताती हैं।

यह पीपल का पेड़ ही इस क्षेत्र के चिड़ियों का बसेरा है।
बसेरा

A shelter with perches for fowl or other birds.

roost

ଅର୍ଥ : କୁଟାକାଠିରେ ତିଆରି ପକ୍ଷୀର ଘର

ଉଦାହରଣ : ଚଟିଆ ବସାରେ ଦୁଇଟି ଛୁଆ ଚୁଁ ଚୁଁ କରୁଛନ୍ତି

ସମକକ୍ଷ : ଚଟିଆ ବସା, ବସା

घास-फूस से बना हुआ पक्षी का घर।

गौरैया के घोंसले में दो बच्चे चूँ-चूँ कर रहे हैं।
अंकुरक, आलना, आशियाँ, आशियाना, खोंता, खोचकिल, घोंसला, घोंसुआ, घोसला, नीड़

A structure in which animals lay eggs or give birth to their young.

nest