ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବର୍ତ୍ତମାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବର୍ତ୍ତମାନ   ବିଶେଷ୍ୟ

ଅର୍ଥ : ବିଦ୍ୟମାନ ସମୟ

ଉଦାହରଣ : ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ

ସମକକ୍ଷ : ଆଜି, ଆଧୁନିକ କାଳ, ବର୍ତ୍ତମାନ କାଳ

विद्यमान समय।

वर्तमान काल में नारी हर क्षेत्र में आगे आ रही है।
अद्य काल, आज, आधुनिक काल, इह-काल, इहकाल, वर्तमान, वर्तमान काल

The present time or age.

The world of today.
Today we have computers.
today

ବର୍ତ୍ତମାନ   କ୍ରିୟା ବିଶେଷଣ

ଅର୍ଥ : ଏବେ

ଉଦାହରଣ : ଏବେ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିବା

ସମକକ୍ଷ : ଏଇନା, ଏବେ

इस समय (विषय या कार्य परिवर्तन सूचक)।

अब अगली समस्या पर विचार करें।
अब

Used to preface a command or reproof or request.

Now hear this!.
Now pay attention.
now

ଅର୍ଥ : ଆଧୁନିକ ବା ବର୍ତ୍ତମାନ ସମୟରେ

ଉଦାହରଣ : ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନର ସମ୍ବନ୍ଧ ଭଲ ନାହିଁ ଏବେ ଆଉ ଆଗ ଭଳି ସମୟ ନାହିଁ

ସମକକ୍ଷ : ଆଜିକାଲି, ଏବେ, ଏହି ସମୟ, ସମ୍ପ୍ରତି

आधुनिक या वर्तमान समय में।

फिलहाल भारत और पाकिस्तान के संबंध अच्छे नहीं हैं।
अब पहले जैसा समय नहीं रहा।
अब, आज कल, आज-कल, आजकल, आजकाल, इन दिनों, इस समय, फ़िलहाल, फिलहाल, वर्तमान में, संप्रति

In these times.

It is solely by their language that the upper classes nowadays are distinguished.
We now rarely see horse-drawn vehicles on city streets.
Today almost every home has television.
now, nowadays, today

ଅର୍ଥ : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ

ଉଦାହରଣ : ଏବେ ମୁଁ ଶୋଇବାକୁ ଚାହୁଁଛି

ସମକକ୍ଷ : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନା, ଏଇନେ, ଏବେ, ସଂପ୍ରତି

इसी समय या इस वक़्त या इस क्षण में।

अभी मैं सोना चाहता हूँ।
अथ, अधुना, अब, अभी, अभू, अभै, इस वक्त, इस समय, फ़िलहाल, फिलहाल, संप्रति, सद्य, सम्प्रति

At the present moment.

Goods now on sale.
The now-aging dictator.
They are now abroad.
He is busy at present writing a new novel.
It could happen any time now.
at present, now

ଅର୍ଥ : ଏଇ ସମୟ

ଉଦାହରଣ : ସୋହନ ସଙ୍ଗେସଙ୍ଗେ ସ୍କୁଲରୁ ଫେରିଛି

ସମକକ୍ଷ : ଏଇକ୍ଷଣି, ଏଇନେ, ଏଇଲେ, ଏବେ, ଲାଗୁଲାଗୁ, ଲାଗେଲାଗେ, ସଙ୍ଗେସଙ୍ଗେ

इसी समय।

सोहन अभी-अभी स्कूल से लौटा है।
अभी अभी, अभी ही, अभी-अभी, इसी क्षण, इसी वक्त

Only a moment ago.

He has just arrived.
The sun just now came out.
just, just now

ବର୍ତ୍ତମାନ   ବିଶେଷଣ

ଅର୍ଥ : ଯାହା ଏହି ସମୟର ବା ଚାଲୁରହିଛି

ଉଦାହରଣ : ବର୍ତ୍ତମାନ ସମୟର ଉପଯୋଗ କର, କାରଣ ବିତି ଯାଇଥିବା ସମୟ ଫେରିଆସେନାହିଁ

ସମକକ୍ଷ : ଏହି ସମୟ, ସାମ୍ପ୍ରତିକ

जो इस समय हो या चल रहा हो।

वर्तमान समय का उपयोग करो क्योंकि गया समय वापस नहीं आता।
अभूत, चालू, मौजूदा, वर्तमान

ଅର୍ଥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ଉଦାହରଣ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

ସମକକ୍ଷ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ସାମ୍ପ୍ରତିକ

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक