ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାମ୍ପ୍ରତିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାମ୍ପ୍ରତିକ   ବିଶେଷଣ

ଅର୍ଥ : ଯାହା ଏହି ସମୟର ବା ଚାଲୁରହିଛି

ଉଦାହରଣ : ବର୍ତ୍ତମାନ ସମୟର ଉପଯୋଗ କର, କାରଣ ବିତି ଯାଇଥିବା ସମୟ ଫେରିଆସେନାହିଁ

ସମକକ୍ଷ : ଏହି ସମୟ, ବର୍ତ୍ତମାନ

जो इस समय हो या चल रहा हो।

वर्तमान समय का उपयोग करो क्योंकि गया समय वापस नहीं आता।
अभूत, चालू, मौजूदा, वर्तमान

ଅର୍ଥ : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର

ଉଦାହରଣ : ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ

ସମକକ୍ଷ : ଆଧୁନିକ, ଏବେର, ବର୍ତ୍ତମାନ କାଳୀନ, ସମ ସାମୟିକ, ହାଲ

जो वर्तमान काल से संबंधित हो या वर्तमान काल का।

विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।
मौजूदा, वर्तमान, वर्तमान कालीन, सामयिक, हालिया

Belonging to the present time.

Contemporary leaders.
contemporary, present-day

ଅର୍ଥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ଉଦାହରଣ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

ସମକକ୍ଷ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ବର୍ତ୍ତମାନ

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक