ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଇନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଇନା   କ୍ରିୟା ବିଶେଷଣ

ଅର୍ଥ : ଏବେ

ଉଦାହରଣ : ଏବେ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିବା

ସମକକ୍ଷ : ଏବେ, ବର୍ତ୍ତମାନ

इस समय (विषय या कार्य परिवर्तन सूचक)।

अब अगली समस्या पर विचार करें।
अब

Used to preface a command or reproof or request.

Now hear this!.
Now pay attention.
now

ଅର୍ଥ : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ

ଉଦାହରଣ : ଏବେ ମୁଁ ଶୋଇବାକୁ ଚାହୁଁଛି

ସମକକ୍ଷ : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନେ, ଏବେ, ବର୍ତ୍ତମାନ, ସଂପ୍ରତି

इसी समय या इस वक़्त या इस क्षण में।

अभी मैं सोना चाहता हूँ।
अथ, अधुना, अब, अभी, अभू, अभै, इस वक्त, इस समय, फ़िलहाल, फिलहाल, संप्रति, सद्य, सम्प्रति

At the present moment.

Goods now on sale.
The now-aging dictator.
They are now abroad.
He is busy at present writing a new novel.
It could happen any time now.
at present, now