ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଜି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଜି   ବିଶେଷ୍ୟ

ଅର୍ଥ : ବର୍ତ୍ତମାନ ସମୟକୁ ଦର୍ଶାଉଥିବା ଦିନ

ଉଦାହରଣ : ମୁଁ ଆଜି ଓଡ଼ିଶା ଯିବି

ସମକକ୍ଷ : ଅଦ୍ୟ

वह दिन जो वर्तमान समय को दर्शाता हो।

मैं आज ही दिल्ली जाऊँगा।
अद्य, आज

The day that includes the present moment (as opposed to yesterday or tomorrow).

Today is beautiful.
Did you see today's newspaper?.
today

ଅର୍ଥ : ବିଦ୍ୟମାନ ସମୟ

ଉଦାହରଣ : ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ

ସମକକ୍ଷ : ଆଧୁନିକ କାଳ, ବର୍ତ୍ତମାନ, ବର୍ତ୍ତମାନ କାଳ

विद्यमान समय।

वर्तमान काल में नारी हर क्षेत्र में आगे आ रही है।
अद्य काल, आज, आधुनिक काल, इह-काल, इहकाल, वर्तमान, वर्तमान काल

The present time or age.

The world of today.
Today we have computers.
today

ଆଜି   କ୍ରିୟା ବିଶେଷଣ

ଅର୍ଥ : ଆଜିର ଦିନରେ

ଉଦାହରଣ : ସୀମା ଆଜି ଆସିଥିଲା କି?

वर्तमान दिन में।

रीमा आज आई थी क्या?
अद्य, आज

On this day as distinct from yesterday or tomorrow.

I can't meet with you today.
today