ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏଇକ୍ଷଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏଇକ୍ଷଣି   କ୍ରିୟା ବିଶେଷଣ

ଅର୍ଥ : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ

ଉଦାହରଣ : ଏବେ ମୁଁ ଶୋଇବାକୁ ଚାହୁଁଛି

ସମକକ୍ଷ : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇନା, ଏଇନେ, ଏବେ, ବର୍ତ୍ତମାନ, ସଂପ୍ରତି

इसी समय या इस वक़्त या इस क्षण में।

अभी मैं सोना चाहता हूँ।
अथ, अधुना, अब, अभी, अभू, अभै, इस वक्त, इस समय, फ़िलहाल, फिलहाल, संप्रति, सद्य, सम्प्रति

At the present moment.

Goods now on sale.
The now-aging dictator.
They are now abroad.
He is busy at present writing a new novel.
It could happen any time now.
at present, now

ଅର୍ଥ : ଏଇ ସମୟ

ଉଦାହରଣ : ସୋହନ ସଙ୍ଗେସଙ୍ଗେ ସ୍କୁଲରୁ ଫେରିଛି

ସମକକ୍ଷ : ଏଇନେ, ଏଇଲେ, ଏବେ, ବର୍ତ୍ତମାନ, ଲାଗୁଲାଗୁ, ଲାଗେଲାଗେ, ସଙ୍ଗେସଙ୍ଗେ

इसी समय।

सोहन अभी-अभी स्कूल से लौटा है।
अभी अभी, अभी ही, अभी-अभी, इसी क्षण, इसी वक्त

Only a moment ago.

He has just arrived.
The sun just now came out.
just, just now