ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୂଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୂଆ   ବିଶେଷଣ

ଅର୍ଥ : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି

ଉଦାହରଣ : ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ

ସମକକ୍ଷ : ତାଜା, ନବୀନତମ, ନୂତନ

जो अभी बना, निकला, प्रस्तुत या विदित हुआ हो।

अब हम आपको नवीनतम उपलब्धियों के विषय में जानकारी देंगे।
अब हम आपको ताजा तरीन ख़बरों से वाक़िफ़ कराते हैं।
ताज़ा तरीन, ताज़ातरीन, ताजा तरीन, ताजातरीन, नवीनतम, लेटेस्ट

ଅର୍ଥ : ବର୍ତ୍ତମାନ ଯାହା ଲେଖାଯାଇଛି

ଉଦାହରଣ : ଶିକ୍ଷକଙ୍କ ନୂଆ କବିତା ଖୁବ ରୋଚକ

ସମକକ୍ଷ : ନବରଚିତ, ନବ୍ୟ, ନୂଆଲେଖା, ନୂତନ

जिसकी रचना अभी-अभी की गई हो।

गुरुजी की नवरचित कविता बड़ी रोचक है।
नया, नवनिर्मित, नवरचित, नवल, नव्य, न्यू

ଅର୍ଥ : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି

ଉଦାହରଣ : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍‌ର ନିର୍ମାଣ ନୂଆ

ସମକକ୍ଷ : ଅଭିନବ, ନବ, ନବୀନ, ନୂତନ

जिसे बने, निकले या प्रस्तुत हुए थोड़े ही दिन हुए हों।

वैज्ञानिक क्षेत्र में रोबोट का निर्माण नया है।
अभिनव, अयातयाम, अव्याहत, आधुनिक, नया, नया नवेला, नया-नवेला, नव, नवीन, नूतन, न्यू, शारद, हाल का

Original and of a kind not seen before.

The computer produced a completely novel proof of a well-known theorem.
fresh, new, novel

ଅର୍ଥ : ଯାହାର ପ୍ରଥମ ଗୃହ ପ୍ରବେଶ ହୋଇଛି

ଉଦାହରଣ : ଗୀତା ନିଜର ନବାଗତା ବୋହୂର ବହୁତ ପ୍ରଶଂସା କରୁଛନ୍ତି

ସମକକ୍ଷ : ନବପରିଣୀତା, ନବାଗତା

जिसका गौना अभी हुआ हो।

गीता अपनी गौनहाई बहू की बहुत प्रशंसा करती है।
गौनहाई

ଅର୍ଥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ଉଦାହରଣ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

ସମକକ୍ଷ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂତନ, ବର୍ତ୍ତମାନ, ସାମ୍ପ୍ରତିକ

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक