ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୀବ ବର୍ଗୀକରଣାତ୍ମ୍କ ବର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି

ଉଦାହରଣ : ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ

ସମକକ୍ଷ : ଟେକ୍ସୋନୋମିକ ଗ୍ରୁପ, ବର୍ଗ

जंतु या वनस्पति वर्ग जिनमें प्राकृतिक संबंध हों।

एक वर्गिकी में आने वाले जीवों में कुछ समानताएँ होती हैं।
जीव वर्गीकरणात्मक वर्ग, टैक्सन, टैक्सॉन, टैक्सोन, टैक्सोनॉमिक ग्रुप, टैक्सोनोमिक ग्रुप, वर्गिकी

Animal or plant group having natural relations.

taxon, taxonomic category, taxonomic group