ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମାଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମାଜ   ବିଶେଷ୍ୟ

ଅର୍ଥ : ଜାତୀୟ ବା ସାଂସ୍କୃତିକ ବା ଧାର୍ମିକ ବିଶେଷତା ଥିବା ଲୋକସମୂହ

ଉଦାହରଣ : ବୈଦିକ ହିନ୍ଦୁ ସମାଜରେ ଅନେକ ଦେବତାଙ୍କୁ ପୂଜା କରିଥାନ୍ତି

ସମକକ୍ଷ : ସମୁଦାୟବର୍ଗ

लोगों का वह समूह जिनका जातीय या सांस्कृतिक या धार्मिक विशिष्टता सामूहिक या एक ही हो।

वैदिक हिंदू समाज भी अनेक देवताओं की पूजा करता था।
वर्ग, समाज, समुदाय

ଅର୍ଥ : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ

ଉଦାହରଣ : ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ

ସମକକ୍ଷ : ବର୍ଗ

किसी विशिष्ट उद्देश्य से स्थापित की हुई सभा।

पंडित जसराज संगीत समाज के गणमान्य लोगों में से एक हैं।
वर्ग, समाज

A group of people living in a particular local area.

The team is drawn from all parts of the community.
community

ଅର୍ଥ : ଗୋଟିଏ ଜାଗାରେ ରହିବା କିମ୍ବା ଗୋଟିଏ ପ୍ରକାରର କାମ କରିବା ଲୋକମାନଙ୍କର ଦଳ, ବର୍ଗ, ବା ସମୂହ

ଉଦାହରଣ : ସମାଜର ନିୟମାନୁସାରେ କାମ କରିବା ଉଚିତ

ସମକକ୍ଷ : ବର୍ଗ

एक जगह रहनेवाले या एक ही प्रकार का काम करनेवाले लोगों का दल, वर्ग या समूह।

कोली समाज ने रक्तदान शिविर में बढ़-चढ़कर भाग लिया।
वर्ग, समाज, समुदाय

An extended social group having a distinctive cultural and economic organization.

society