ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବତାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବତାଇବା   କ୍ରିୟାପଦ

ଅର୍ଥ : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା

ଉଦାହରଣ : ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?

ସମକକ୍ଷ : ଜଣାଇବା, ଜ୍ଞାତ କରାଇବା

* चिह्न, सूत्र आदि के माध्यम से बताना या जानकारी देना।

क्या आप इन दोनों शहरों के बीच की दूरी को किमी में बताएँगे।
बतलाना, बताना

Indicate through a symbol, formula, etc..

Can you express this distance in kilometers?.
express, state

ଅର୍ଥ : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା

ଉଦାହରଣ : ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି

ସମକକ୍ଷ : କହିବା, ଜଣେଇବା

किसी वस्तु, सूचना आदि से किसी को परिचित कराना।

उसने मुझे बताया कि वह काम छोड़कर जा रहा है।
अवगत कराना, जताना, जनाना, बतलाना, बताना

Impart knowledge of some fact, state of affairs, or event to.

I informed him of his rights.
inform

ଅର୍ଥ : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା

ଉଦାହରଣ : ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା

ସମକକ୍ଷ : କହିବା, ପ୍ରକାଶ କରିବା

किसी के सामने किसी घटना आदि से संबंधित लोगों का नाम बताना।

उसने पुलिस के सामने चार लोगों का नाम लिया।
बताना, बोलना, लेना

ଅର୍ଥ : କୌଣସି ବସ୍ତୁ ବା କାର୍ଯ୍ୟ ଆଡ଼କୁ ଇଙ୍ଗିତ କରିବା

ଉଦାହରଣ : ମାଆ ମୋତେ ଆକାଶରେ ଧ୍ରୁବ ତାରାର ସ୍ଥିତି ବତାଇଲେ

ସମକକ୍ଷ : ଦେଖାଇବା, ନିର୍ଦ୍ଦେଶ କରିବା

किसी वस्तु या कार्य आदि की ओर इंगित करना।

माँ ने मुझे आसमान में ध्रुव तारे की स्थिति बताई।
दिखलाना, दिखाना, निर्देशित करना, बतलाना, बताना

Determine or indicate the place, site, or limits of, as if by an instrument or by a survey.

Our sense of sight enables us to locate objects in space.
Locate the boundaries of the property.
locate, situate