ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରକାଶ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରକାଶ କରିବା   କ୍ରିୟାପଦ

ଅର୍ଥ : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା

ଉଦାହରଣ : ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ

ସମକକ୍ଷ : ଉନ୍ମୋଚିତ କରିବା, ଖୋଲିବା, ପର୍ଦାଫାଶ କରିବା

ଅର୍ଥ : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା

ଉଦାହରଣ : ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା

ସମକକ୍ଷ : କହିବା, ବତାଇବା

किसी के सामने किसी घटना आदि से संबंधित लोगों का नाम बताना।

उसने पुलिस के सामने चार लोगों का नाम लिया।
बताना, बोलना, लेना